ଗୀତା ମାହାତ୍ମ୍ୟ: ଇମମ ବିବସ୍ଵତେ ଯୋଗମ ପ୍ରୋକ୍ତବାନହ ମବ୍ୟୟମ। ବିବସ୍ୱାନ ମନବେ ପ୍ରାହ ମନୁରିକ୍ଷକବେଅବ୍ରବିତ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଗୀତା ଜ୍ଞାନ ପ୍ରଦାନ କରି କହୁଛନ୍ତି : –

ଇମମ ବିବସ୍ଵତେ ଯୋଗମ
ପ୍ରୋକ୍ତବାନହ ମବ୍ୟୟମ।
ବିବସ୍ୱାନ ମନବେ ପ୍ରାହ
ମନୁରିକ୍ଷକବେଅବ୍ରବିତ।।

ହେ ଅର୍ଜ୍ଜୁନ ! ମୁଁ ଏହି ଅବିନାଶୀ ଯୋଗ ସୂର୍ଯ୍ୟଙ୍କୁ କହିଥିଲି। ସୂର୍ଯ୍ୟ ନିଜର ପୁତ୍ର ଵୈବସ୍ୱତ ମନୁକୁ ତାହା କହିଥିଲି। ମନୁ ନିଜରପୁତ୍ର ରାଜା ଇକ୍ଷାକୁ ଙ୍କୁ ତାହା କହିଥିଲି।

( ଗୀତା ୪ର୍ଥ ଅ। ୧ମ ଶ୍ଲୋକ )

Comments are closed.