ଜାନୁଆରୀ ୩୧ ତାରିଖରୁ ପାର୍ଲାମେଂଟର ବଜେଟ୍ ଅଧିବେଶନ, ଫେବ୍ରୁଆରୀ ପହିଲାରେ ବଜେଟ୍‌

ନୂଆଦିଲ୍ଲୀ – ପାର୍ଲାମେଂଟର ବଜେଟ୍ ଅଧିବେଶନ ଜାନୁଆରୀ ୩୧ ତାରିଖରେ ଆରମ୍ଭ ହେବ । ଫେବ୍ରୁଆରୀ ପହିଲାରେ ପୂର୍ବାହ୍ନରେ ଉପସ୍ଥାପନ ହେବ ସାଧାରଣ ବଜେଟ୍ । ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୧ ଯାଏଁ ଚାଲିବ । ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ରୁ ଏପ୍ରିଲ ୧୧ ତାରିଖ ଯାଏଁ ଚାଲିବ ।

Comments are closed.