ଗୀତା ମାହାତ୍ମ୍ୟ: ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ। ସ କାଲେନେହ ମହତା ଯୋଗୋ ନଷ୍ଟ ପରନ୍ତପ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଗୀତା ଜ୍ଞାନ ପ୍ରଦାନ କରି କହୁଛନ୍ତି : –

ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ।
ସ କାଲେନେହ ମହତା ଯୋଗୋ ନଷ୍ଟ ପରନ୍ତପ।।

ହେ ଅର୍ଜ୍ଜୁନ ! ଏପରି ଭାବରେ ପରମ୍ପରା ରୁ ପ୍ରାପ୍ତ ଏହିଯୋଗ ରାଜର୍ଷି ମାନେ ଜାଣିଥିଲେ; କିନ୍ତୁ ତା’ପରେ ସେହି ଯୋଗ ବହୁକାଳରୁ ଏହି ପୃଥିବୀ ଲୋକରେ ଲୁପ୍ତପ୍ରାୟ ହୋଇଯାଇଛି।

( ଗୀତା ୪ର୍ଥ ଅ। ୨ୟ ଶ୍ଲୋକ )

Comments are closed.