ଗୀତା ମାହାତ୍ମ୍ୟ: ସ ଏବାୟଂ ମୟା ତେଅଦ୍ୟ ଯୋଗ ପ୍ରୋକ୍ତଃପୁରାତ ନଃ । ଭକ୍ତଅସି ମେ ସଖା ଚେତି ରାହସ୍ୟଂ ହ୍ୱତ ଦୁତ୍ତମମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଗୀତା ଜ୍ଞାନ ପ୍ରଦାନ କରି କହୁଛନ୍ତି : –

ସ ଏବାୟଂ ମୟା ତେଅଦ୍ୟ
ଯୋଗ ପ୍ରୋକ୍ତଃପୁରାତ ନଃ ।
ଭକ୍ତଅସି ମେ ସଖା ଚେତି
ରାହସ୍ୟଂ ହ୍ୱତ ଦୁତ୍ତମମ।।

ହେ ଅର୍ଜ୍ଜୁନ ! ତୁମେ ମୋର ଭକ୍ତ ଓ ପ୍ରିୟସଖା; ଏଣୁ ସେହି ପୁରାତନ ଯୋଗ ହିଁ ଆଜି ମୁଁ ତୁମକୁ କହିଦେଲି; କାରଣ ଏହା ହେଉଛି ଅତ୍ୟନ୍ତ ଉତ୍ତମ ରହସ୍ୟ ଅର୍ଥାତ ଗୁପ୍ତ ରଖିବା ଯୋଗ୍ୟ ବିଷୟ।।

( ଗୀତା ୪ର୍ଥ ଅ। ୩ୟ ଶ୍ଲୋକ )

Comments are closed.