ଗୀତା ମାହାତ୍ମ୍ୟ: ଅପରଂ ଭବତୋ ଜନ୍ମ ପରଂ ଜନ୍ମ ବିବସ୍ବତଃ। କଥମେତଦ ବୀଜା ନିୟଂ ତ୍ୱମାଦୌ ପ୍ରୋକ୍ତବା ନିତି 

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ଅପରଂ ଭବତୋ ଜନ୍ମ ପରଂ ଜନ୍ମ ବିବସ୍ବତଃ।
କଥମେତଦ ବୀଜା ନିୟଂ ତ୍ୱମାଦୌ ପ୍ରୋକ୍ତବା ନିତି

ହେ ସଖେ ଶ୍ରୀକୃଷ୍ଣ ! ଆପଣଙ୍କ ଜନ୍ମ ତ ଅର୍ବାଚିନ। ବର୍ତ୍ତମାନ ହୋଇଛି ଏବଂ ସୁର୍ଯ୍ୟ ଙ୍କ ବହୁ ପୂର୍ବରୁ ଅର୍ଥାତ କଳ୍ପର ଆରମ୍ଭରେ ହୋଇଥିଲା, ତେଣୁ ଆପଣ କଳ୍ପର ଆରମ୍ଭରେ ସୁର୍ଯ୍ୟଙ୍କୁ ଏହିଯୋଗ କହିଥିଲେ ବୋଲି ମୁଁ କିପରି ବୁଝି ପାରିବି?

( ଗୀତା ୪ର୍ଥ ଅ। ୪ର୍ଥ ଶ୍ଲୋକ )

Comments are closed.