ଭୁବନେଶ୍ୱର- ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରେ ଜାନୁଆରୀ ୨୬ ତାରିଖରୁ ବୋଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ କରିବ ବିଏସଏଫ । ଏହି ସେବା ଦ୍ୱାରା ୩୫ଟି ଗାଁର ୧୦ ହଜାରରୁ ଅଧିକ ଲୋକ ଉପକୃତ ହୋଇପାରିବେ । ବାଲିମେଳା ଡ୍ୟାମ୍ର ୁଭଭୟ ପାଶ୍ୱର୍ରେ ରୋଗୀଙ୍କୁ ମେଡିକାଲ ସେବା ଯୋଗାଇ ଦିଆଯିବ । ଗୁରୁତର ରୋଗୀଙ୍କୁ ହସପିଟାଲ୍ ସ୍ଥାନାନ୍ତର ବ୍ୟବସ୍ଥା କରିବ ବିଏସଏଫ ।