ଗୀତା ମାହାତ୍ମ୍ୟ: ଯେଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜା ମ୍ୟହମ। ମମ ବତ୍ମାନୁବର୍ତ୍ତନ୍ତେ ମନୁଷ୍ୟ ପାର୍ଥ ସର୍ବଶଃ।।

ଗୀତା ଉପଦେଶ:  ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ଯେଯଥା ମାଂ ପ୍ରପଦ୍ୟନ୍ତେ
ତାଂସ୍ତଥୈବ ଭଜା ମ୍ୟହମ।
ମମ ବତ୍ମାନୁବର୍ତ୍ତନ୍ତେ
ମନୁଷ୍ୟ ପାର୍ଥ ସର୍ବଶଃ।।

ହେ ଅର୍ଜ୍ଜୁନ ! ଯେଉଁ ଭକ୍ତମାନେ ମୋତେ ଯେଉଁ ପରି ଭଜନ କରନ୍ତି, ମୁଁ ସେମାନଙ୍କୁ ସେହିପରି ଭଜନ କରେ; କାରଣ ମନୁଷ୍ୟମାନେ ସବୁ ପ୍ରକାରେ ମୋର ହିଁ ମାର୍ଗ ଅନୁସରଣ କରନ୍ତି।

( ଗୀତା ୪ର୍ଥ ଅ। ୧୧ଶ ଶ୍ଲୋକ )

Comments are closed.