ଗୀତା ମାହାତ୍ମ୍ୟ: ଯଥୈଧାଁସି ସମିଦ୍ଧଅଗ୍ନିଭସ୍ମସାତ କୁରୁତେର୍ଜୁନ। ଜ୍ଞାନାଗ୍ନି ସର୍ଵକର୍ମାଣି ଭସ୍ମସାତ କୁରୁତେ ତଥା।। | News Room Odisha

ଗୀତା ମାହାତ୍ମ୍ୟ: ଯଥୈଧାଁସି ସମିଦ୍ଧଅଗ୍ନିଭସ୍ମସାତ କୁରୁତେର୍ଜୁନ। ଜ୍ଞାନାଗ୍ନି ସର୍ଵକର୍ମାଣି ଭସ୍ମସାତ କୁରୁତେ ତଥା।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି : –

ଯଥୈଧାଁସି ସମିଦ୍ଧଅଗ୍ନିଭସ୍ମସାତ କୁରୁତେର୍ଜୁନ।
ଜ୍ଞାନାଗ୍ନି ସର୍ଵକର୍ମାଣି ଭସ୍ମସାତ କୁରୁତେ ତଥା।।

ହେ ଅର୍ଜ୍ଜୁନ ! ପ୍ରଜ୍ବଳିତ ଅଗ୍ନି ଯେପରି ଇନ୍ଧନ ସବୁ ଭସ୍ମୀଭୂତ କରିଦିଏ, ଜ୍ଞାନ ରୂପକ ଅଗ୍ନି ସେହିପରି ସମସ୍ତ କର୍ମକୁ ଭସ୍ମୀଭୂତ କରିଦିଏ।

( ଗୀତା ୪ର୍ଥ ଅ। ୩୭ ଶ ଶ୍ଲୋକ )