ଭୁବନେଶ୍ୱରରେ ବନ୍ଦ ହେବ ସବୁ କୋଭିଡ କେୟାର ସେଂଟର

ଭୁବନେଶ୍ୱର- ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଇଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଆସନ୍ତା ୨୮ରୁ ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।

ହାଇଟେକ୍‌, କିମ୍‌ସ କୋଭିଡ ହସ୍ପିଟାଲକୁ ବିଏମ୍‌ସି ପକ୍ଷରୁ ଦିଆଗଲା କ୍ଲୋଜର ନୋଟିସ୍‌ ଦିଆଯାଇଛି । ସମ୍‌ ହସ୍ପିଟାଲରେ ୭୦ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୩୦ରେ ସୀମିତ ରହିବ ଶଯ୍ୟା ସଂଖ୍ୟା ।

ବର୍ତ୍ତମାନ କେବଳ ୩୦ ଜଣ କୋଭିଡ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।

Comments are closed.