ସୁବାସ ସିଂ କଟକ ଓ ସଂଘମିତ୍ରା ଦଳେଇ ବ୍ରହ୍ମପୁର ମହାନଗର ନିଗମ ପାଇଁ ହେବେ ବିଜେଡିର ମେୟର ପ୍ରାର୍ଥୀ

ଭୁବନେଶ୍ୱର -କଟକ ମହାନଗର ନିଗମ ପାଇଁ ସୁବାସ ସିଂହଙ୍କୁ ମେୟର ପ୍ରାର୍ଥୀ କରିଛି ବିଜେଡି । ସେହିପରି ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇ ହେବେ ମେୟର ପ୍ରାର୍ଥୀ । ସେ ଗଞ୍ଜାମ ଜିଲ୍ଲାର ମହିଳା ବିଜେଡି ର ସଭାନେତ୍ରୀ ଅଛନ୍ତି ।

Comments are closed.