ଫିନାଇଲ ମିଶା ଖାଦ୍ୟ ଖାଇ ୬ ଛାତ୍ର ଛାତ୍ରୀ ଅସୁସ୍ଥ

ବାଲେଶ୍ଵର- ରୁପ୍‌ସାରେ ଏକ କଲେଜ ମେସରେ ବିଷାକ୍ତ ଖାଦ୍ୟ ଖାଇ ୬ ଛାତ୍ର ଛାତ୍ରୀ ଗୁରୁତର ଅସୁସ୍ଥ ହୋଇ ପଡିଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଯୋଗେନ୍ଦ୍ର ଆଞ୍ଚଳିକ କଲେଜରେ ଛାତ୍ରୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ହୋଇଥିଲା, ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି ଛାତ୍ରୀ। ରୋଷେୟା ଭୁଲରେ ଫିନାଇଲ ପକାଇ ଦେଇଥିବା ଅଭିଯୋଗ ହୋଇଛି ।ବାଲିରେ ଫିନାଇଲ ମିଶିଥିବା ଅଭିଯୋଗ ହୋଇଛି ।

Comments are closed.