ଗୀତା ମାହାତ୍ମ୍ୟ: ବିଦ୍ୟାବିନୟସଂପର୍ନେ ବ୍ରାହ୍ମଣେ ଗବି ହସ୍ତୀନି। ଶୁନି ଚୈବ ଶ୍ୱପାକେ ଚ ପଣ୍ଡିତଃ ସମଦର୍ଶିନଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ବିଦ୍ୟାବିନୟସଂପର୍ନେ ବ୍ରାହ୍ମଣେ ଗବି ହସ୍ତୀନି।
ଶୁନି ଚୈବ ଶ୍ୱପାକେ ଚ ପଣ୍ଡିତଃ ସମଦର୍ଶିନଃ।।

ହେ ଅର୍ଜ୍ଜୁନ ! ସେହି ଜ୍ଞାନୀମାନେ ବିଦ୍ୟା ଓ ବିନୟ ଯୁକ୍ତ ବ୍ରାହ୍ମଣଙ୍କ ଠାରେ ତଥା ଗୋ, ହସ୍ତୀ, କୁକୁର ଏବଂ ଚଣ୍ଡାଳଙ୍କ ଠାରେ ମଧ୍ୟ ସମଦର୍ଶୀ ହୋଇଥାନ୍ତି

( ଗୀତା ୫ମ ଅ। ୧୮ଶ ଶ୍ଲୋକ )

Comments are closed.