ପିକଅପ୍ ଗାଡିକୁ ସିଜ୍ କଲା ଆରଟିଓ | News Room Odisha

ପିକଅପ୍ ଗାଡିକୁ ସିଜ୍ କଲା ଆରଟିଓ

ସୁବର୍ଣ୍ଣପୁର: ସୋନପୁର ସଦରବ୍ଲକ ଅନ୍ତର୍ଗତ ତିଲେଇମାଲ ରାସ୍ତାଦେଇ ଯାଉଥିବା ଏକ ପିକଅପ୍ ଗାଡିକୁ ସିଜ୍ କରିଛି ସୁବର୍ଣ୍ଣପୁର ଆଡିସିନାଲ ଆରଟିଓ । ୩ଟି ଚାଲାଣାର ୩୫ହଜାର ଟଙ୍କା ଦେଇ ନଥିବାରୁ ସିଜ୍ କରି ଲଛିପୁର ଫାଣ୍ଡିରେ ଅଟକ ରଖୁଥିବା ଆରଟିଓ ଶିବାଶିଷ ସାହୁଙ୍କ ଠାରୁ ପ୍ରକାଶ ।