୧୨ ଦିନରେ ୧୦ ଥର ବଢ଼ିଲା ତୈଳ ଦର

ଭୁବନେଶ୍ୱର- ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର । ୧୨ ଦିନରେ ୧୦ ଥର ବଢ଼ିଛି ତୈଳ ଦର । ଦିଲ୍ଲୀରେ ୮୦ ଓ ମୁମ୍ବାଇରେ ୮୫ ପଇସା ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ମୁମ୍ବାଇରେ ପେଟ୍ରୋଲ ୧୧୭.୫୭ ଓ ଡିଜେଲ୍ ୧୦୧.୭୯ ଟଙ୍କା ରହିଥିବା ବେଳେ ଦିଲ୍ଲୀରେ ପେଟ୍ରୋଲ ୧୦୨.୬୧ ଓ ଡିଜେଲ୍ ୯୩.୮୭ ଟଙ୍କା ରହିଛି । ଏ ଯାଏଁ ପେଟ୍ରୋଲ ଓ ଡିଜେଲ ଦର ୭ ଟଙ୍କାରୁ ଅଧିକ ବଢ଼ିଛି ।

Comments are closed.