ପୁଣି ବଢ଼ିଲା ତେଲ ଦର

ନୂଆଦିଲ୍ଲୀ- ଦେଶରେ ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୪୦ ପଇସା ଓ ମୁମ୍ବାଇରେ ୪୨ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୩.୮୧ ଟଙ୍କା ଓ ଡିଜେଲ ୯୫.୦୭ ଟଙ୍କା ହୋଇଛି । ମୁମ୍ବାଇରେ ପେଟ୍ରୋଲ ୧୧୮.୮୩ ଟଙ୍କା ଓ ଡିଜେଲ ୧୦୩.୦୭ ଟଙ୍କା ଦୁଇ ସପ୍ତାହ ମଧ୍ୟରେ ୧୨ ଥର ବଢ଼ିଛି ତେଲ ଦର । ଏହି ସମୟ ଭିତରେ ୮ ଟଙ୍କାରୁ ଅଧିକ ବଢିଛି ତେଲ ଦର ।

Comments are closed.