ତିନି ଯୁବତୀଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର – ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ତୋହରା ଗ୍ରାମ ଡଙ୍ଗରିଭଟାଠାରେ ତିନି ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ହେମଲତା ଗୌଡ଼ (୨୧),କୌଶଲ୍ୟା ମାଝୀ(୧୬) ଓ ଫୁଲମତି ମାଝୀ(୧୫) ଙ୍କ ମୃତଦେହ ଏକ କୁସୁମ ଗଛରେ ଝୁଲୁଥିଲା । ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ ହୋଇଛି ।

Comments are closed.