ଋଣ ଜାଲିଆତି ମାମଲାରେ ସିବିଆଇ ରେଡ୍ | News Room Odisha

ଋଣ ଜାଲିଆତି ମାମଲାରେ ସିବିଆଇ ରେଡ୍

ସମ୍ବଲପୁର – ୟୁନିଅନ ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ରେଡ୍ କରିଛି ସିବିଆଇ । ସମ୍ବଲପୁର ବାଲିବନ୍ଧା ସ୍ଥିତ ଜଣେ ବ୍ୟବସାୟୀଙ୍କ ଘରେ ରେଡ୍ କରାଯାଇଛି । ୟୁନିଅନ ବ୍ୟାଙ୍କରୁ ୪ କୋଟି ୧୧ ଲକ୍ଷ ଋଣ ଜାଲିଆତି ଅଭିଯୋଗ ହୋଇଥିଲା ।

ଜାଲ ଡକ୍ୟୁମେଣ୍ଟ ଦେଖାଇ ବ୍ୟାଙ୍କରୁ ଋଣ ନେଇ ଫେରସ୍ତ କରି ନଥିଲେ ଅଭିଯୁକ୍ତ । ସମ୍ବଲପୁର ରିଜିଅନାଲ ଏଜିଏମ୍‌ଙ୍କ ଅଭିଯୋଗ ପରେ ସିବିଆଇର ୫ ଜଣିଆ ଟିମ୍‌ର ରେଡ୍ କରିଛି ।