ମେୟର ଓ ପୌରାଧ୍ୟକ୍ଷଙ୍କୁ ଟିପ୍ସ ଦେବେ ମୁଖ୍ୟମନ୍ତ୍ରୀ | News Room Odisha

ମେୟର ଓ ପୌରାଧ୍ୟକ୍ଷଙ୍କୁ ଟିପ୍ସ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜିଠୁ ୨ ଦିନିଆ ଅର୍ବାନ ଗର୍ଭନାନ୍ସ ଆଣ୍ଡ ଇନିସିଏଟିଭ ଶୀର୍ଷକ କର୍ମଶାଳା ଆରମ୍ଭ ହେଉଛି । ଲୋକସେବା ଭବନରେ କର୍ମଶାଳାକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ଟିପ୍ସ ଦେବା ସହ ଶାସନର କଳା ଶିଖାଇବେ ମୁଖ୍ୟମନ୍ତ୍ରୀ ।