ବାତ୍ୟା ଅସାନି : ଆଜିଠୁ ତିନି ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର – ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୭୪୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଅସାନି’ । ବାତ୍ୟା ଏବେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୧ କିମି ବେଗରେ ଗତି କରୁଛି । ୧୧ ତାରିଖ ଯାଏଁ ଏ‌ହା ସମୁଦ୍ର ଭିତରେ ଶକ୍ତିଶାଳୀ ହୋଇ ରହିବ । ବାତ୍ୟା ପ୍ରଭାବରେ ଆଜିଠୁ ତିନି ଦିନ ଯାଏଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ
ପ୍ରବଳ ବର୍ଷା ଆଶଙ୍କା ରହିଛି ।

Comments are closed.