ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ସାରଦ ଦାରଙନାରି ସମ ସ୍ବାମୀ ।
ରାମୁ ସୁତ୍ରଧର ଅଂତରଜାମୀ ॥
ଜେହି ପର କୃପା କରହିଂ ଜନୁ ଜାନୀ ।
କବି ପର କୃପା କରହିଂ ଜନୁ ଜାନୀ ।
କବି ଉର ଅଜିର ନଚାବହିଂ ବାନୀ ॥

ଭାବାର୍ଥ:- ସତେ ଯେପରି ସରସ୍ବତୀ ଦେବୀ କାଠ କଣ୍ଢେଇ ସଦୃଶ ଆଉ ଅନ୍ତର୍ଯ୍ୟାମୀ ପ୍ରଭୁ ଶ୍ରୀରାମଚନ୍ଦ୍ର ନିଜ ହାତରେ ସୁତା ଧରି ସେହି କାଠ କଣ୍ଢେଇକୁ ନଚାଇବା ବାଲା ସୁତ୍ରଧର ଅଟନ୍ତି । ନିଜର ଭକ୍ତ ରୁପେ ଜାଣି ଯେଉଁ କବି ଉପରେ ସେ କୃପା କରନ୍ତି, ତାଙ୍କ ହୃଦୟ ରୂପକ ଅଗଣାରେ ସରସ୍ବତୀଙ୍କୁ ସେ ନାଚ ନଚାନ୍ତି ।

Comments are closed.