ଗୀତା ମାହାତ୍ମ୍ୟ: ୟଂ ସନ୍ୟାସମିତି ପ୍ରାହୁରଯୋଗଂ ତଂ ବିଦ୍ଧି ପାଣ୍ଡବ ନ ହ୍ୟସଂନ୍ୟସ୍ତସଂକଳ୍ପ ଯୋଗୀ ଭବତି କଶ୍ଚନ।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ୟଂ ସନ୍ୟାସମିତି ପ୍ରାହୁରଯୋଗଂ ତଂ ବିଦ୍ଧି ପାଣ୍ଡବ
ନ ହ୍ୟସଂନ୍ୟସ୍ତସଂକଳ୍ପ ଯୋଗୀ ଭବତି କଶ୍ଚନ।।

ହେ ଅର୍ଜ୍ଜୁନ ! ଯାହାକୁ ସନ୍ୟାସ ବୋଲି କୁହନ୍ତି, ତାହାକୁ ହିଁ ତୁମେ ଯୋଗ ବୋଲି ଜାଣ; କାରଣ ସଂକଳ୍ପ ତ୍ୟାଗ କରି ନଥିବା କୌଣସି ବି ପୁରୁଷ ଯୋଗୀ ହୁଏ ନାହିଁ।

( ଗୀତା ୬ଷ୍ଠ ଅ )

Comments are closed.