ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ହରି ଗୁନ ନାମ ଉପାର କଥା ରୁପ ଅଗନିତ ଅମିତ।
ମୈ ନିଜମତି ଅନୁସାର କହଉଁ ଉମା ସାଦର ସୁନହୁ॥

ଭାବାର୍ଥ :- ଶ୍ରୀଶିବ କହିଲେ, ଶ୍ରୀହରିଙ୍କ ସମସ୍ତ ଗୁଣ, ମାନ ଯଶ ଓ ରୁପର କଥା ଅସୀମ ଅପାର ଆଉ ଅଗଣିତ। ତଥାପି ହେ ପାର୍ବତୀ ! ମୁଁ ନିଜ ବୁଦ୍ଧି ଅନୁସାରେ କହୁଛି, ତାହା ତୁମେ ଆଦର ପୁର୍ବକ ଶୁଣ।

Comments are closed.