ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ହିୟଁ ହରଷ କାମାରି ତବ ସଂକର ସହଜ ସୁଜାନ । ବହୁବିଧି ଉମହି ପ୍ରସଂସି ପୁନି ବୋଲେ କୃପାନିଧାନ ॥

ଭାବାର୍ଥ :-ତା’ପରେ କାମଦେବଙ୍କର ଶତ୍ରୁ-ସ୍ବଭାବତଃ ସୁଜ୍ଞାନୀ, ସମସ୍ତଙ୍କ କୃପାନିଧାନ- ଶ୍ରୀଶିବ ମନେ ମନେ ବହୁତ ଖୁସିହେଲେ, ଏବଂ ମାତା ପାର୍ବତୀଙ୍କର ବହୁପ୍ରକାରରେ ପ୍ରଶଂସା କରି କହିଲେ —

Comments are closed.