ଗୀତା ମାହାତ୍ମ୍ୟ: ସମଂ କାୟଶିରୋଗ୍ରୀଵଂ ଧାରାୟନ୍ନଚଳମ ସ୍ଥିରଃ। ସଂପ୍ରେକ୍ଷ ନାଶିକାଗ୍ରଂ ସ୍ୱଂ ଦିଶଶ୍ଚନବଲୋକୟନ।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗୟବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ସମଂ କାୟଶିରୋଗ୍ରୀଵଂ ଧାରାୟନ୍ନଚଳମ ସ୍ଥିରଃ।
ସଂପ୍ରେକ୍ଷ ନାଶିକାଗ୍ରଂ ସ୍ୱଂ ଦିଶଶ୍ଚନବଲୋକୟନ।।

ହେ ଅର୍ଜ୍ଜୁନ ! ଶରୀର, ଶିର ଏବଂ ଗ୍ରୀବା (ବେକ) ସଳଖ ଓ ଅଚଳ ରଖି ଏବଂ ସ୍ଥିର ହୋଇ, ନିଜ ନାଶିକାର ଅଗ୍ରଭାଗରେ ଦୃଷ୍ଟି ନିବଦ୍ଧ କରି, ଅନ୍ୟ ଦିଗକୁ ନ ଚାହିଁ ……………..

( ଗୀତା ୬ଷ୍ଠ ଅ )

Comments are closed.