ଶ୍ରୀକ୍ଷେତ୍ରରେ ରଥ ଚକ ଅନୁକୂଳର ଦୃଶ୍ୟ ଅତ୍ୟନ୍ତ ଭାବଉଦ୍ରେକ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ପବିତ୍ର ଭଉଁରୀରେ ଶ୍ରୀ କ୍ଷେତ୍ରରେ ତିନିରଥ ଙ୍କ ଅନୁକୂଳ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥ ଚକ ଅନୁକୂଳର ଦୃଶ୍ୟ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ପାଇଁ ଅତ୍ୟନ୍ତ ଭାବଉଦ୍ରେକ ବୋଲି କହିଛନ୍ତି। ଏହା ଏକ ବିରଳ ମୁହୂର୍ତ୍ତ। ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ ବୋଲି ନିଜ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.