ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ମୁନି କୌତୁକୀ ନଗର ତେହି ଗୟଋ ।
ପୁରବାସିହ୍ନ ସବ ପୁଛତ ଭୟଋ ॥
ସୁନି ସବ ଚରିତ ଭୂପଗୃହଁ ଆଏ ।
କରି ପୂଜା ନୃପ ମୁନି ବୈଠାଏ ॥

ଭାବାର୍ଥ :- ଜଣେ ଖେଳାଳୀ ମନ ନେଇ ମହର୍ଷି ନାରଦ ସେହି ନଗରକୁ ଗଲେ ଆଉ ନଗରବାସୀଙ୍କ ଠାରୁ ଭଲମନ୍ଦ ଖବର ପଚାରି ବୁଝିଲେ । ସମସ୍ତଙ୍କ ଠାରୁ ସବୁ ଖବର ଶୁଣି ଶେଷରେ ରାଜମହଲରେ ଯାଇ ପହଞ୍ଚିଲେ । ରାଜି ଶୀଳନିଧି ମହର୍ଷି ନାରଦଙ୍କୁ ଶ୍ରଦ୍ଧା ଭକ୍ତି ପୂର୍ବକ ପୂଜାକରି ଆସନରେ ବସାଇଲେ ।

Comments are closed.