ଲିଙ୍ଗଗତ ସମାନତା ପାଇଁ ସିଆରୟୁଟିକୁ ଜାତିସଂଘ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର -ଅନ୍ତର୍ଜାତୀୟ ସ୍ତରରେ ସିଆରୟୁଟି ପୁରସ୍କୃତ ହୋଇଛି । ଜାତିସଂଘ ପବ୍ଲିକ ସର୍ଭିସ ପୁରସ୍କାର ପାଇଛି ସିଆରୟୁଟି । ଲିଙ୍ଗଗତ ସମାନତା ପାଇଁ ଉଦାହରଣ ସୃଷ୍ଟି କରିଛି ସଂସ୍ଥା । ମହିଳା ଓ ତୃତୀୟ ଲିଙ୍ଗିଙ୍କୁ ନିୟୋଜିତ କରିଛି । CRUTକୁ ଜାତିସଂଘ ପବ୍ଲିକ ସର୍ଭିସ ଆୱାର୍ଡ ପ୍ରଦାନ କରାଯାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା କ୍ଷେତ୍ରରେ ଜାତିସଂଘ ପବ୍ଲିକ ସର୍ଭିସ ଆୱାର୍ଡ ହେଉଛି ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ପୁରସ୍କାର ।

Comments are closed.