ଚାଓମିନ ଫ୍ୟାକ୍ଟ୍ରିରେ ଶ୍ୱାସରୁଦ୍ଧ ହୋଇ ତିନି ମୃତ

ମୋହନା – ସ୍ଥାନୀୟ ଢେପସାହିରେ ଏକ ଚାଓମିନ ଫ୍ୟାକ୍ଟ୍ରିରେ ଅଘଟଣ । ଚାଓମିନ୍ ଫ୍ୟାକ୍ଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ ଜଣ କର୍ମଚାରୀ ମୃତ୍ୟୁ ହୋଇଛି । ସେମାନେ ଅଚେତ ହୋଇଗଲା ପରେ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକଙ୍କ ପରିଚୟ ମିଳିନାହିଁ।

Comments are closed.