ବୌଦ୍ଧ ଜିଲ୍ଲା ଏସ୍‌ପି ଭାବେ ଦ୍ୱାୟିତ୍ୱ ଗ୍ରହଣ କଲେ ପ୍ରହଲ୍ଲାଦ ସହାଇ ମୀନା | News Room Odisha

ବୌଦ୍ଧ ଜିଲ୍ଲା ଏସ୍‌ପି ଭାବେ ଦ୍ୱାୟିତ୍ୱ ଗ୍ରହଣ କଲେ ପ୍ରହଲ୍ଲାଦ ସହାଇ ମୀନା

ବୌଦ୍ଧ: ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ନିଯୁକ୍ତି ପାଇଲେ ଆଇ.ପି.ଏସ ପ୍ରହଲ୍ଲାଦ ସହାଇ ମୀନା । ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି ଗତ ଜୁଲାଇ ୩୧ରେ ଅବସର ଗ୍ରହଣ କରିଥିଲେ । ତାଙ୍କ ଅବସର ପରେ ଆଜି ରାଜ୍ୟ ସରକାର ବୌଦ୍ଧ ଏସପି ଭାବେ ପ୍ରହଲ୍ଲାଦ ସହାଇ ମୀନାଙ୍କୁ ନିଯୁକ୍ତି ଦେଇଛନ୍ତି ।