ରାଜ୍ୟଗୋଷ୍ଠୀ କ୍ରୀଡା ଭାରତ୍ତୋଳନରେ ଭାରତକୁ ଆଉ ଏକ ପଦକ

ବର୍ମିଂହାମ – ରାଜ୍ୟଗୋଷ୍ଠୀ କ୍ରୀଡା ଭାରତ୍ତୋଳନରେ ଭାରତୀୟ ପ୍ରତିଯୋଗୀଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଜାରି ରହିଛି। ପୁରୁଷ ୯୬ କେଜି ବର୍ଗରେ ୧୯୪ କେଜି ଓଜନ ଉଠାଇ ବିକାଶ ରୌପ୍ୟ ପଦକ ଜିତିଛନ୍ତି।

Comments are closed.