ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ପହୁଁଚେ ଜାଇ ଘେନୁମତି ତୀରା ।
ହରଷି ନହାନେ ନିରମଲ ନୀରା ॥
ଆଏ ମିଲନ ସିଦ।ଧ ମୁନି ଗ୍ୟାନୀ ।
ଧରମ ଧୁରନ୍ଧର ନୃପରିଷି ଜାନୀ ॥

ଭାବାର୍ଥ :- ମନୁ ମହାରାଜ ଧର୍ମପତ୍ନୀଙ୍କ ସହିତ ଚାଲି ଚାଲି ଯାଇ ଗୋମତୀ ନଦୀ କୂଳରେ ପହଞ୍ଚିଗଲେ । ଆନନ୍ଦ ମନରେ ଉଭୟେ ଗୋମତୀର ନିର୍ମଳ ଜଳରେ ସ୍ନାନ କଲେ । ତାଙ୍କର ଶ୍ରେଷ୍ଠ ଆଚରଣରୁ ତାଙ୍କୁ ଧର୍ମର ଶ୍ରେଷ୍ଠ ରାଜର୍ଷି ଜ୍ଞାତା ରୂପେ ଜାଣିପାରି ଅନେକ ସିଦ୍ଧ ଆଉ ଜ୍ଞାନୀ ମୁନିଗଣ ତାଙ୍କୁ ଭେଟିବା ପାଇଁ ଆସିଲେ ।

Comments are closed.