ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଏସେଉ ପ୍ରଭୁ ସେବକ ବସ ଅହହି ।
ଭଗତ ହେତୁ ଲୀଲାତନୁ ଗହଈ ॥
ଜୌଂ ୟହ ବଚନ ସତ୍ୟ ଶୃତି ଭାଷା ।
ତୋ ହମାର ପୂଜିହି ଅଭିଲାଷା ॥

ଭାବାର୍ଥ :- ପ୍ରଭୁ ଶ୍ରୀହରିଙ୍କ ମହାନତା ଏପରି ସେବକର ବଶତା ମଧ୍ୟ ସ୍ବୀକାର କରନ୍ତି, ଭକ୍ତମାନଙ୍କ ପାଇଁ ଜୀବନ୍ତ ବିଗ୍ରହ ଧାରଣ କରି ଦିବ୍ୟ ଲୀଳା କରନ୍ତି । ଯଦି ବେଦର ଏହି ବଚନ ସତ୍ୟ ତେବେ ଆମ ମନର ଅଭିଳାଷା ମଧ୍ୟ ନିଶ୍ଚୟ ପୁର୍ଣ୍ଣ ହେବ ।

Comments are closed.