ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –
ଭୋକ୍ତାରଂ ଯଜ୍ଞତପସାଂ ସର୍ଵଲୋକ ମହେଶ୍ବରମ।
ସୁହୃଦଂ ସର୍ଵଭୂତାନାଂ ଜ୍ଞାତ୍ଵ ମାଂ ଶାନ୍ତି ମୃଛତି।।
ହେ ଅର୍ଜ୍ଜୁନ ! ମୋର ଭକ୍ତ ମୋତେ ସକଳ ଯଜ୍ଞର ଓ ତପର ଭୋକ୍ତା, ସମସ୍ତ ଲୋକର ଈଶ୍ୱର ମାନଙ୍କର ବି ଈଶ୍ୱର, ତଥା ସକଳ ପ୍ରାଣୀ ମାନଙ୍କର ସୁହୃଦ ଅର୍ଥାତ ସ୍ୱାର୍ଥ ରହିତ ଦୟାଳୁ ଓ ପ୍ରେମୀ ବୋଲି ତତ୍ୱତଃ ଜାଣିପାରି ଶାନ୍ତି ପ୍ରାପ୍ତ ହୁଅନ୍ତି।
( ଗୀତା ୨୯ଶ ଶ୍ଲୋକ )
Comments are closed.