ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର ଗିରଫ

ସୁନ୍ଦରଗଡ଼ – ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲ ଗିରଫ ହୋଇଛନ୍ତି । ୨ ଦିନ ଧରି ଭିଜିଲାନ୍ସ ଚଢ଼ାଉ ପରେ କୁଳମଣିଙ୍କୁ ଗିରଫ କରାଯାଇଛି । ଦୀର୍ଘ ଦୁଇଦିନର ଚଢ଼ାଉ ପରେ କୁଳମଣିଙ୍କ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ । କୁଳମଣିଙ୍କ ବାସଭବନ ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ।

Comments are closed.