ଗୀତା ମାହାତ୍ମ୍ୟ: ଯତେନ୍ଦ୍ରିୟମନୋବୁଦ୍ଧି ର୍ମୁନିରମୋକ୍ଷ ପରାୟଣଃ। ବିଗତେଛାଭୟକ୍ରୋଧ ଯାଃ ସଦା ମୁକ୍ତ ଏବ ସ ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଯତେନ୍ଦ୍ରିୟମନୋବୁଦ୍ଧି ର୍ମୁନିରମୋକ୍ଷ ପରାୟଣଃ।
ବିଗତେଛାଭୟକ୍ରୋଧ ଯାଃ ସଦା ମୁକ୍ତ ଏବ ସ ।।

ହେ ଅର୍ଜ୍ଜୁନ ! ଯେଉଁମୋକ୍ଷ ପରାୟଣ ମୁନି ମନ, ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କୁ ସଂଯତ କରିଥାନ୍ତି, ଇଛା, ଭୟ ଓ କ୍ରୋଧରୁ ରହିତ ହୋଇଥିବା ସେହି ମୁନି ସର୍ବଦା ମୁକ୍ତ ହିଁ ଅଟନ୍ତି।

( ଗୀତା ୨୮ଶ ଶ୍ଲୋକ )

Comments are closed.