ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବିବିଧ ମୃଗହ୍ନ କର ଆମିଷ ରାଁଧା ।
ତେହି ମହୁଁ ବିପ୍ର ମାଁସୁ ଖଲ ସାଁଧା ॥
ଭୋଜନ କହୁଁ ସବ ବିପ୍ର ବୋଲାଏ ।
ପଦ ପଖାରି ସାଦ୍ ବୈଠାଏ ॥

ଭାବାର୍ଥ :- ଅନେକ ପ୍ରକାରର ପଶୁମାଂସ ରୋଷେଇ କଲା ଆଉ ସେଥିରେ ବ୍ରାହ୍ମଣଙ୍କ ମାଂସ ମିଶାଇ ଦେଲେ। ସବୁ ବ୍ରାହ୍ମଣ ମାନଙ୍କୁ ଖାଇବାପାଇଁ ଡାକିଲା ଆଉ ସମସ୍ତଙ୍କ ପାଦ ଧୋଇଦେଇ ଆଦର ସମ୍ମାନର ସହିତ ନେଇ ବସାଇଲା ।

Comments are closed.