ରାଜ୍ୟରେ ୨୦୮ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ୨୦୮ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୧୧୯ ଓ ସ୍ଥାନୀୟ ଅଞ୍ଚଳରୁ ୮୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣ ୨୬ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ବାଲେଶ୍ଵରରୁ ୧୪, ବରଗଡରୁ ୩,ଭଦ୍ରକରୁ ୨ , ବଲାଙ୍ଗୀରରୁ ୮ , କଟକରୁ ୨୭, ଦେବଗଡରୁ ୧, ଗଜପତିରୁ ୬ , ଗଞ୍ଜାମରୁ ୩ , ଜଗତସିଂହପୁରରୁ ୫, ଯାଜପୁରରୁ ୨ , କଳାହାଣ୍ଡିରୁ ୪, କନ୍ଧମାଳରୁ ୨ , କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୨୬, କୋରାପୁଟରୁ ୧ , ମୟୂରଭଞ୍ଜରୁ ୧୦, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୫, ନୂଆପଡ଼ାରୁ ୬, ପୁରୀରୁ ୧୧, ରାୟଗଡାରୁ ୫, ସମ୍ବଲପୁରରୁ ୧୫, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୩୫ ଓ ଷ୍ଟେଟ ପୁଲରୁ ୬ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଏବେ ସକ୍ରିୟ ମାମଲା ୧ ହଜାର ୪୨୭ ରହିଛି।

Comments are closed.