ଶ୍ରୀରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ହରି ହର ବିମୁଖ ଧର୍ମ ରତି ନାହିଁ ।
ତେ ନର ତହଁ ସପନେହୁଁ ନହିଂ ଜାହୀଂ ॥
ତେହି ଗିରି ପର ବଟ ବିଟପ ବିସାଲା ।
ନିତ ନୁତନ ସୁନ୍ଦର ସବ କାଲା ॥

ଭାବାର୍ଥ :- ଯେଉଁ ମନୁଷ୍ୟମାନଙ୍କ ହୃଦୟରେ ଭଗବାନ ବିଷ୍ଣୁ ଆଉ ଭଗବାନ ଶ୍ରୀମହାଦେବଙ୍କ ପ୍ରତି ଶ୍ରଦ୍ଧା ଭକ୍ତି ନାହିଁ, ଇଶ୍ବର ଭକ୍ତି ନାହିଁ କି ହୃଦୟରେ ଧର୍ମ ଅନୁପାଳନରେ ପ୍ରୀତି ନାହିଁ, ସେମାନେ ସ୍ବପ୍ନରେ ମଧ୍ୟ ସେଠାକୂ ଯାଇ ପାରିବେ ନାହିଁ । ସେହି କୈଳାଶ ପର୍ବତ ଉପରେ ଏକ ବିଶାଳ ବଟ ବୃକ୍ଷ ଅଛି, ଯାହା ସବୁ ସମୟରେ, ସମସ୍ତ ଛ’ଟି ଯାକ ଋତୁ ରେ ନବପଲ୍ଲବରେ ପରିପୂର୍ଣ୍ଣ ଥାଏ ।

Comments are closed.