୩୬ତମ ଜାତୀୟ କ୍ରୀଡା : ଭାରୋତ୍ତଳିକା ସ୍ନେହା ଜିତିଲେ ଓଡ଼ିଶା ପାଇଁ ପ୍ରଥମ ପଦକ

ଗାନ୍ଧିନଗର – ଗୁଜରାଟରେ ଆରମ୍ଭ ହୋଇଥିବା ୩୬ ତମ ଜାତୀୟ କ୍ରୀଡାରେ ଓଡ଼ିଶା ପାଇଁ ପ୍ରଥମ ପଦକ ଭାରୋତ୍ତଳନରୁ ଆସିଛି । ଓଡ଼ିଶାର ସ୍ନେହା ସୋରେନ ଭାରୋତ୍ତଳନର ୪୯ କିଲୋଗ୍ରାମ ଶ୍ରେଣୀରେ ବ୍ରୋଞ ପଦକ ହାସଲ କରିଛନ୍ତି।

ଏ‌ହି ଶ୍ରେଣୀରେ ଅଲିମ୍ପିକ ରୈ।ପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁ ସ୍ୱର୍ଣ୍ଣ ଓ ସଞ୍ଜିତା ଚାନୁ ରୈ।ପ୍ୟ ପଦକ ଜିତିଛନ୍ତି।

Comments are closed.