କେନ୍ଦ୍ରାପଡ଼ା ଜିଲ୍ଲା ହସପିଟାଲର ନୂଆ କୋଠା ଓ ଇନଫେକସନ ୱାର୍ଡର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – କେନ୍ଦ୍ରାପଡ଼ା ଜିଲ୍ଲାରେ ଆହୁରି ମଜବୁତ ହେବ ସ୍ୱାସ୍ଥ୍ୟ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର୍ସ ହସ୍ପିଟାଲ କୋଠା ଓ ଇନଫେକସନ ୱ।ର୍ଡର ଲୋକାର୍ପଣ କରିବେ । ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଦ୍ୱାରା ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଆହୁରି ମଜବୁତ ହେବ ।

Comments are closed.