ମାଗଣାରେ ପାଠ ପଢିବେ ଓଡ଼ିଆ ଅନର୍ସ ଛାତ୍ରଛାତ୍ରୀ

ଭୁବନେଶ୍ୱର -ଏଣିକି ମାଗଣାରେ ପାଠ ପଢିବେ ଓଡ଼ିଆ ଅନର୍ସ ଛାତ୍ରଛାତ୍ରୀ । ହଷ୍ଟେଲ ଫି’ ବାଦ ଓଡ଼ିଆ ଅନର୍ସ ଛାତ୍ରଛାତ୍ରୀଙ୍କୁ ଦେବାକୁ ଆଉ କୌଣସି ଫି’ ଦେବାକୁ ପଡ଼ିବ ନାହିଁ।

ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କଲେଜ ଉନ୍ନୟନ ପାଣ୍ଠିରୁ ଅନ୍ୟ ସମସ୍ତ ଫି’ ଭରଣ କରାଯିବ ।

Comments are closed.