ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଜୌ‍ଂ ଏହି ଖଲ ନିତ କରବ ଅହାରୁ ।
ହୋଇହି ସବ ଉଜାରି ସଂସାରୂ ॥
ସାରଦ ପ୍ରେରି ତାସୁ ମତି ଫେରୀ ।
ମାଗେସି ନୀଦ ମାସ ଷଟ କେରୀ ॥

ଭାବାର୍ଥ :- ବ୍ରହ୍ମା ମନରେ ବିଚାର କଲେ କି ଏ ଦୁଷ୍ଟ ଯଦି ସବୁଦିନ ଆହାର ବିହାର କରିବ ତେବେ ଏହି ସାରା ସଂସାରକୁ ହିଁ ନଷ୍ଟ କରିଦେବ । ଏପରି ବିଚାର କରି, ବ୍ରହ୍ମା ଭଗବତୀ ସରସ୍ଵତୀଙ୍କୁ ପ୍ରେରଣା ଦେଲେ କି ଏହାର ବୁଦ୍ଧିକୁ ବିମୁଖ କରିଦେବା ପାଇଁ । ଫଳରେ କୁମ୍ଭକର୍ଣ୍ଣ ନିଜ ପାଇଁ ଛ’ମାସ ନିଦ୍ରା’ର ବର ମାଗିଲା ।

Comments are closed.