ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ମେଘନାଦ କହୁଁ ପୁନି ହଁକରାବା ।
ଦୀହ୍ନୀଂ ସିଖ ବଲୁ ବୟରୁ ବଢାବା ॥
ଜେ ସୁର ସମର ଧୀର ବଲବାନା ।
ଜିହ୍ନ କେଂ ଲରିବେ କର ଅଭିମାନା ॥

ଭାବାର୍ଥ:- ଏହାପରେ ରାବଣ ନିଜ ବଡ ପୁଅ ମେଘନାଦ କୁ ଡକାଇଲା ଆଉ ବତେଇ ଶିଖେଇ ଦେବତା ମାନଙ୍କ ପ୍ରତି ଶତ୍ରୁ ଭାବକୁ ଉଜାଗର କରି ତାର ବଳର ଦ୍ୱାହି ଦେଇ ତା ମନରେ ଉତ୍ତେଜନା ଭରିଦେଲା । ପୁଣି କହିଲା, ହେ ମୋର ପୁତ୍ର ! ଯେଉଁ ଦେବତାମାନେ ଯୁଦ୍ଧରେ ବହୁତ ପ୍ରବିଣ ଆଉ ବଳବାନ ଅଟନ୍ତି ଆଉ ସେମାନେ ଯୁଦ୍ଧ କୁ ଅଭିମାନର ସହିତ କରନ୍ତି ।

Comments are closed.