ଶ୍ରୀରିମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଜୋ ଆନଂଦ ସିଂଧୁ ସୁଖରାସୀ ।
ସୀକର ତେଂ ତ୍ରୈଲୋକ ସୁପାସୀ ॥
ସୋ ସୁଖଧାମ ରାମ ଅସ ନାମା ।
ଅଖିଲ ଲୋକ ଦାୟକ ବିଶ୍ରାମା ॥

ଭାବାର୍ଥ :- ଏ ଯେଉଁ ଆନନ୍ଦମୟ ସମୁଦ୍ର ଆଉ ସମସ୍ତ ସୁଖମୟ ଭଣ୍ଡାର ଅଛନ୍ତି, ଯେଉଁ ଆନନ୍ଦ ସାଗରରୁ ଗୋଟିଏ କଣିକାରେ ଏହି ତିନି ଲୋକରେ ସମସ୍ତେ ସୁଖି ହୋଇଥାଆନ୍ତି, ତାଙ୍କର ଅଂଶ ଆପଣଙ୍କ ଜ୍ୟେଷ୍ଠ ପୁତ୍ରର ନାମ “ରାମ” ହେବ ଯିଏ ସୁଖର ଭବନ ଆଉ ସମ୍ପୁର୍ଣ୍ଣ ସଂସାରର ଲୋକଙ୍କୁ ସୁଖଶାନ୍ତି ଦେବେ ।

Comments are closed.