ଶ୍ରୀରିମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ମାସ ଦିବସ କର ଦିବସ ଭା ମରମ ନ ଜାନଇ କୋଇ । ରଥ ସମେତ ରବି ଥାକେଉ ନିସା କବନ ବିଧି ହୋଇ ॥

ଭାବାର୍ଥ :- ଭଗବାନ ଶ୍ରୀରାମଙ୍କର ଜନ୍ମ ହୋଇ ଏକ ମାସ ବିତିଗଲା ମାତ୍ର ସୂର୍ଯ୍ୟ ଦେବଙ୍କ ଏହି ରହସ୍ୟ କେହି ମଧ୍ୟ ଜାଣିପାରିଲେ ନାହିଁ । ସତଜ ଯେପରି ସୂର୍ଯ୍ୟଦେବ ନିଜ ରଥ ସହିତ ସେଠାରେ ହିଁ ରହିଗଲେ, ଏଣୁ ରାତ୍ରୀ କିପରି ହୋଇଥାଆନ୍ତା ।

Comments are closed.