ଗୀତା ମାହାତ୍ମ୍ୟ: ଅଭିସଂଧାୟ ତୁ ଫଲଂ ଦମ୍ଭାର୍ଥମପି ଚୈଵ ୟତ | ଇଜ୍ୟତେ ଭରତଶ୍ରେଷ୍ଠ ତଂ ୟଜ୍ଞଂ ଵିଦ୍ଧି ରାଜସମ ।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଶ୍ରଦ୍ଧାତ୍ରୟ ବିଭାଗ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଅଭିସଂଧାୟ ତୁ ଫଲଂ ଦମ୍ଭାର୍ଥମପି ଚୈଵ ୟତ | ଇଜ୍ୟତେ ଭରତଶ୍ରେଷ୍ଠ ତଂ ୟଜ୍ଞଂ ଵିଦ୍ଧି ରାଜସମ ।

ଅର୍ଥାତ:- ହେ ଭରତଶ୍ରେଷ୍ଠ, ଫଳରେ ଆକାଂକ୍ଷା ରଖି ଓ ନିଜର ଦମ୍ଭ ଅହଂକାର ପ୍ରଦର୍ଶନ କରିବା ପାଇଁ ଯେଉଁ ଯଜ୍ଞ ଅନୁଷ୍ଠାନ କରାଯାଏ, ତାହା ରାଜସୀକ ଯଜ୍ଞ ଜାଣ ।

( ଗୀତା ଅଧ୍ୟାୟ -୧୭ ,ଶ୍ଳୋକ -୧୨ )

Comments are closed.