ଜାତୀୟ ବନ୍ଧୁକଚାଳନା ପ୍ରତିଯୋଗିତାରେ ଶ୍ରୀୟଙ୍କାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର – ରାଜ୍ୟର ଅଗ୍ରଣୀ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ଜାତୀୟ ସ୍ତରରେ ପୁଣି ସଫଳତା । ଏହି ତାରକା ସୁଟର ଥିରୁବନନ୍ତପୁରମଠାରେ ଚାଲିଥିବା ୬୫ତମ ଜାତୀୟ ବନ୍ଧୁକଚାଳନା ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମହିଳା ବିଭାଗର ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଶ୍ରୀୟଙ୍କା।

Comments are closed, but trackbacks and pingbacks are open.