ଜାତୀୟ ବନ୍ଧୁକଚାଳନା ପ୍ରତିଯୋଗିତାରେ ଶ୍ରୀୟଙ୍କାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର – ରାଜ୍ୟର ଅଗ୍ରଣୀ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ଜାତୀୟ ସ୍ତରରେ ପୁଣି ସଫଳତା । ଏହି ତାରକା ସୁଟର ଥିରୁବନନ୍ତପୁରମଠାରେ ଚାଲିଥିବା ୬୫ତମ ଜାତୀୟ ବନ୍ଧୁକଚାଳନା ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମହିଳା ବିଭାଗର ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଶ୍ରୀୟଙ୍କା।

Comments are closed.