ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ହରି ଅନନ୍ତ ହରି କଥା ଅନନ୍ତା ।
କହହିଂ ସୁନହିଂ ବହୁବିଧି ସବ ସନ୍ତା ॥
ରାମଚନ୍ଦ୍ର କେ ଚରିତ ସୁହାଏ ।
କଲପ କୋଟି ଲଗି ଜାହିଂ ନ ଗାଏ ॥

ଭାବାର୍ଥ :- ଭଗବାନ ଶ୍ରୀହରି ଅନନ୍ତ ଅଟନ୍ତି ଯାହାର ଆଦି ଅନ୍ତ କେହି ଜାଣନ୍ତି ନାହିଁ, ସେହିପରି ତାଙ୍କର ସୁନ୍ଦର ଚରିତ୍ର କଥା ଗୁଡିକ ମଧ୍ୟ ଅନନ୍ତ ଅଟେ । ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ସୁନ୍ଦର ଚରିତାମୃତ କୋଟି କୋଟି କଳ୍ପ ଗାଇଲେ ମଧ୍ୟ ସରିବନାହିଁ ।

Comments are closed.