ଗୀତା ମାହାତ୍ମ୍ୟ: ବନ୍ଧୁରାତ୍ମାତ୍ମନସ୍ତସ୍ୟ ଯେନାତ୍ମୈବାତ୍ମନା ଜିତଃ। ଅନାତ୍ମନସ୍ତୁ ଶତ୍ରୁତ୍ୱେ ବର୍ତେ ତାତ୍ମୈବ ଶତ୍ରୁବତ୍।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଧ୍ଯାନ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ବନ୍ଧୁରାତ୍ମାତ୍ମନସ୍ତସ୍ୟ ଯେନାତ୍ମୈବାତ୍ମନା ଜିତଃ।
ଅନାତ୍ମନସ୍ତୁ ଶତ୍ରୁତ୍ୱେ ବର୍ତେ ତାତ୍ମୈବ ଶତ୍ରୁବତ୍।

ଅର୍ଥାତ:- ହେ ଭରତଶ୍ରେଷ୍ଠ, ଫଳରେ ଆକାଂକ୍ଷା ରଖି ଓ ନିଜର ଦମ୍ଭ ଅହଂକାର ପ୍ରଦର୍ଶନ କରିବା ପାଇଁ ଯେଉଁ ଯଜ୍ଞ ଅନୁଷ୍ଠାନ କରାଯାଏ, ତାହା ରାଜସୀକ ଯଜ୍ଞ ଜାଣ ।

( ଗୀତା ଧ୍ଯାନ ଯୋଗ )

Comments are closed.