ଗୀତା ମାହାତ୍ମ୍ୟ: ୟାତୟାମଂ ଗତରସଂ ପୂତି ପର୍ୟୁଷିତଂ ଚ ୟତ |ଉଚ୍ଛିଷ୍ଟମପି ଚାମେଧ୍ୟଂ ଭୋଜନଂ ତାମସପ୍ରିୟମ !

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଶ୍ରଦ୍ଧାତ୍ରୟ ବିଭାଗ ଯୋଗଃ ସମ୍ବନ୍ଧରେ କହୁଛନ୍ତି : –

ୟାତୟାମଂ ଗତରସଂ ପୂତି ପର୍ୟୁଷିତଂ ଚ ୟତ |ଉଚ୍ଛିଷ୍ଟମପି ଚାମେଧ୍ୟଂ ଭୋଜନଂ ତାମସପ୍ରିୟମ !

ଅର୍ଥାତ:- ବାସି ଶୁଖିଲା ଗନ୍ଧିଆ ପଚା ଅଇଁଠା ଓ ଅଭକ୍ଷ ଆଦି ଖାଦ୍ୟ ତାମସୀକ ଲୋକର ପ୍ରୀୟ ଖାଦ୍ୟ ।

!! ଶ୍ରଦ୍ଧାତ୍ରୟ ବିଭାଗ ଯୋଗଃ !!

Comments are closed.